ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ITI, Bargarh


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
1994
ଅଧ୍ୟକ୍ଷ
ଶ୍ରୀ ଜେଆର ଦାସ

ଆଇଆଇଟି, ବରଗଡ

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା ବରଗଡ

୧୯୯୪ ମସିହାରେ ପ୍ରତିଷ୍ଠିତ ଏହି ଆଇଟିଆଇ ରାଜ୍ୟର ଏକ ଅଗ୍ରଣୀ ମହିଳା ତାଲିମ କେନ୍ଦ୍ର ଭାବେ ବେଶ୍ ପରିଚିତ। ଦୀର୍ଘ ୨୦ ବର୍ଷ ଧରି ଦକ୍ଷତା ତାଲିମ ପ୍ରଦାନ କରିଆସୁଅଛି। ବର୍ତ୍ତମାନ ଏହି ତାଲିମ କେନ୍ଦ୍ରଟି ଉଭୟ ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପଶ୍ଚିମ ଓଡିଶାରେ ବେଶ୍ ପରିଚିତ। ଯୁବଗୋଷ୍ଠୀଙ୍କୁ ଦକ୍ଷତା ତାଲିମ ପାଇଁ ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଶିକ୍ଷାଦାନର ବ୍ୟବସ୍ଥା ରହିଛି।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
9437179222/06646-230492
ଇମେଲ୍
[email protected]
ଠିକଣା
ଡିଆରଡିଏ ଅଫିସ, ଜିଲ୍ଲା-ବରଗଡ, ପିନ୍-୭୬୮୦୨୮
ୱେବସାଇଟ
http://www.itibargarh.in

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 42 ମାଟ୍ରିକ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 52 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 42 ମାଟ୍ରିକ
ସୂଚନା ପ୍ରଯୁକ୍ତି ବିଦ୍ୟା ଓ ବୈଦ୍ୟୁତିକ ଯନ୍ତ୍ର ରକ୍ଷଣାବେକ୍ଷଣ (ଆଇଟି ଓ ଇଏସଏମ) 24 ମାସରେ 5040 ଘଣ୍ଟା 52 ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।